ସଡ୍ୟଃ କ୍ରିୟା Sadyaḥ kriyā

  • ସଂ. ବି — ମୃତ ବ୍ୟକ୍ତିର ମରିବା ଦିନଠାରୁ ଆରମ୍ଭ କରି କରାଯିବା ଅନ୍ତ୍ୟେଷ୍ଟି କ୍ରିୟା; ସଜ କ୍ରିୟା — Funeral ceremonies commenced from the very day of death
  • ସଂ. ବିଣ. ସ୍ତ୍ରୀ — ସଦ୍ୟଃ— କ୍ରିୟର ସ୍ତ୍ରୀ ଲିଙ୍ଗ — Feminine of Sadyaḥkriya