ସଡ୍ୟ ପାତି Sadya pāti

  • ଦେ. ବିଣ (ସଂ. ସଦ୍ୟଃ ପତିତ) — ତତ୍କ୍ଷଣାତ୍— ପଡ଼ିଥିବା — Having fallen immediately; which has been just shed
  • ଦେ. ବିଣ (ସଂ. ସଦ୍ୟଃ ପତିତ) — [ଉ—ସଦ୍ୟପାତୀ ରକ୍ତ ପାଟଳ-ମଦିରା ପ୍ରେତ— କୁଳ ସନ୍ତର୍ପଣ—ରାଧାନାଥ, ପାର୍ବତୀ।]