ସଡ୍ୟ ଗର୍ଭ Sadya garbha

  • ଦେ. ବି — ସହବାସ ସଙ୍ଗେ ସଙ୍ଗେ ଗର୍ଭାଧାନ — Conception taking place immediately after the 1st coition
  • ଦେ. ବି — [ଉ—ସତ୍ୟବତୀ ବୋଇଲେ ଆହେ ପୁତ୍ରବର, ଯେ ରୂପେ ସଦ୍ୟଗର୍ଭ ହେବ ତାହାଙ୍କର—କୃଷ୍ଣସିଂହ, ମହାଭାରତ, ଆଦି।]