ସଟର୍ସେଁ Saṭar-señ

  • ଦେ. ବି (ଧ୍ୱନ୍ୟନୁକରଣ) — ଡୋରି ବନ୍ଧାଯାଇ ସେଁ ସେଁ ଶବ୍ଦ କରୁଥିବା କାଠର ଏକପ୍ରକାର କଳ ବା ଖେଳନା — A wooden contrivance or plaything tied with a string and producing a simmering sound