ସଟ Saṭa
- ସଂ. ବି (ସଟ୍ ଧାତୁ=ଆବୟବ ହେବା+କର୍ତ୍ତୃ. ଅ, ଆ) — ସିଂହ ଓ ଅଶ୍ୱାଦିଙ୍କ ବେକ ଉପରର କେଶର — The manes on the neck of lion or horse
- ସଂ. ବି (ସଟ୍ ଧାତୁ=ଆବୟବ ହେବା+କର୍ତ୍ତୃ. ଅ, ଆ) — ଋଷିଙ୍କ ଜଟା — Matted hair of sages
- ସଂ. ବି (ସଟ୍ ଧାତୁ=ଆବୟବ ହେବା+କର୍ତ୍ତୃ. ଅ, ଆ) — ବରଗଛର ଓହୋଳ — The aerial roots of banian tree
- ସଂ. ବି (ସଟ୍ ଧାତୁ=ଆବୟବ ହେବା+କର୍ତ୍ତୃ. ଅ, ଆ) — ଶିଖା — Flame
- ସଂ. ବି (ସଟ୍ ଧାତୁ=ଆବୟବ ହେବା+କର୍ତ୍ତୃ. ଅ, ଆ) — ଚୂଳ; ଶିଖା — Crest; a tuft of hair on the crown
- ସଂ. ବି (ସଟ୍ ଧାତୁ=ଆବୟବ ହେବା+କର୍ତ୍ତୃ. ଅ, ଆ) — ପର୍ବତ ଶୃଙ୍ଗ — Mountain peak
- ସଂ. ବି (ସଟ୍ ଧାତୁ=ଆବୟବ ହେବା+କର୍ତ୍ତୃ. ଅ, ଆ) — ଶିଖା; ବ୍ରତୀମାନେ ବା ବ୍ରାହ୍ମଣମାନେ ମୁଣ୍ଡ ଉପରେ ରଖିଥିବା ଚୁଟି ବା ଚୁରୁକି — Pigtail grown on the head