ସଞ୍ଜୁଟ୍, ସଞ୍ଜୋଟ୍ San̄ju(o)ṭ
- ଦେ. ବି—(ସଂ. ସଂଯୋଗ) — ଆୟୋଜନ ବ୍ଯବସ୍ଥା — Arrangement
- ଦେ. ବି—(ସଂ. ସଂଯୋଗ) — ଉପକରଣାଦି ପ୍ରସ୍ତୁତ ରଖିବା — Collection of materials; keeping the materials ready
- ଦେ. ବିଣ (ସଂ. ସଂଯୁକ୍ତ) — ଆୟୋଜିତ — Arranged
- ଦେ. ବିଣ (ସଂ. ସଂଯୁକ୍ତ) — ଉପକରଣାଦି ପ୍ରସ୍ତୁତ ଥିବା — With the materials collected and kept ready