ସଞ୍ଜୀବନ San̄jībana
- ସଂ. ବି. (ସମ୍+ଜୀବ୍ ଧାତୁ ଣିଚ୍+ଭାବ ଅନ) — ଜିଆଁଇବା; ଜୀବିତ କରାଇବା — Animating; reviving of life
- ସଂ. ବି. (ସମ୍+ଜୀବ୍ ଧାତୁ ଣିଚ୍+ଭାବ ଅନ) — 2 ଜୀବ ଦାନ କରିବା; ଜୀବନୀ ଶକ୍ତି ଦେବା — 2ଜୀବ ଦାନ କରିବା; ଜୀବନୀ ଶକ୍ତି ଦେବା—2. Infusing vitality
- ସଂ. ବି. (ସମ୍+ଜୀବ୍ ଧାତୁ ଣିଚ୍+ଭାବ ଅନ) — ସମ୍ୟକ୍ ପ୍ରକାରେ ପ୍ରାଣ ଧାରଣ (ବିଶ୍ୱକୋଷ) — Living excellently
- ସଂ. ବି. (ସମ୍+ଜୀବ୍ ଧାତୁ ଣିଚ୍+ଭାବ ଅନ) — 21 ନରକ ମଧ୍ୟରୁ ଏକତମ (ମନୁ 4/89 ) — 21ନରକ ମଧ୍ୟରୁ ଏକତମ (ମନୁ/89)—. One of the 21 hells according to Manu
- ସଂ. ବିଣ. ପୁଂ (+ କର୍ତ୍ତୃ. ଅନ) — ଯାହା ଜିଆଁଏ ବା ଜୀବିତ କରାଏ ଜୀବିତକାରୀ — Animating; reviving; infusing vitality
- ସଂ. ବିଣ. ପୁଂ (+ କର୍ତ୍ତୃ. ଅନ) — ମୃତ ବ୍ଯକ୍ତିକୁ ଯାହା; ପୁଣି ଜୀଆଁଏ — Restoring life to the dead; resusciation