ସଞ୍ଜା ରୟତି San̄jā rayati

  • ଦେ. ବିଣ — ସଞ୍ଜା ରୟତ ସମ୍ବନ୍ଧୀୟ — Relating to a tenant paying stipulated rent in kind
  • ଦେ. ବି — ଜମିକୁ ସଞ୍ଜାରେ ଧରିବାର ରଏତି ସ୍ୱତ୍ତ୍ୱ — The right of occupancy accuring to a tenant holding land on stipulated rent in kind