ସଞ୍ଜା ଧାନ San̄jā dhāna

  • ଦେ. ବି — ସଞ୍ଜା ଖଜଣାରୂପେ ଜମିଦାରଙ୍କୁ ଦେୟ ଧାନ — Paddy payable to the landlord by the cultivator as San̄jā or rent fixed in kind
  • ଦେ. ବି — [ଦ୍ର—ଏହିପରି ସଞ୍ଜା ମୁଗ, ସଞ୍ଜା ମାଣ୍ଡିଆ, ସଞ୍ଜା କୋଳଥ, ସଞ୍ଜା ବିରି ଆଦି ହୁଏ।]