ସଞ୍ଜା ଦେବା San̄jā debā

  • ଦେ. କ୍ରି — ସଞ୍ଜା ଲଗାଇବା; ରଏତି ଜମିକୁ ସଞ୍ଜା ଖଜଣାରେ ପ୍ରଜାଙ୍କୁ ବିଲି କରିବା ବା ପଟ୍ଟା ଦେବା — To let out a holding to a cultivator on San̄jā-rent
  • ଦେ. କ୍ରି — ସଞ୍ଜା ଧାନ ଜମିଦାରଙ୍କୁ ଆଦାୟ ଦେବା — To pay the fixed rent-in-kind to the landlord