ସଞ୍ଜା ଖଜଣା San̄jā khajaṇā

  • ଦେ. ବି — ଜମିରେ ଫସଲ ଉତ୍ପାଦନ କରି ରଇତ ଜମିଦାରଙ୍କୁ ନଗଦ ଖଜଣା ନ ଦେଇ ଜମିଦାରଙ୍କୁ ସହିତ ପୂର୍ବ ନିର୍ଦ୍ଧାରିତ ସର୍ତ୍ତ ଅନୁଯାୟୀ ଫସଲର ଯେଉଁ ଅର୍ଦ୍ଧାଂଶ ତାଙ୍କୁ ଦିଅନ୍ତି — Rent-in-kind payable to the landlord by a tenant on the estimated value of a portion (generally half) of the crop