ସଞ୍ଜଆରତି San̄ja rati

  • ଦେ. ବି (ସଂ. ସନ୍ଧ୍ୟା+ଆରାତ୍ରିକ) — ସନ୍ଧ୍ୟା ସମୟରେ ଦେବତାଙ୍କ ସମ୍ମୁଖରେ ଜ୍ୱଳଦ୍— ବର୍ତ୍ତିକା ସଂଚାଳିତ କରି କରାଯିବା ଆରାତ୍ରିକ — The ceremony of waving lighted wicks before idols in the evening