ସଞ୍ଜ ବୁଡ଼ San̄ja buṟḍ̠a

  • ଦେ. ବି (ସଂ. ସନ୍ଧ୍ୟା+ବେଳା) — ବେଳ ବୁଡ଼; ସନ୍ଧ୍ୟାବେଳ — Nightfall; sunset
  • ଦେ. ବି (ସଂ. ସନ୍ଧ୍ୟା+ବେଳା) — (ଉ—ସଞ୍ଜବେଳରୁ କଞ୍ଜ ଫୁଟିବାଯାଏ—କବିସୂର୍ଯ୍ୟ)।