ସଞ୍ଜ ବୁଡ଼େଇବା San̄ja buṟḍ̠eibā

  • ଦେ. ବି — ସନ୍ଧ୍ୟା ହେବାର ପରବର୍ତ୍ତୀ କାଳ ଯାଏ କୌଣସି କାର୍ଯ୍ୟ କରିବା — To do any work till after evening
  • ଦେ. ବି — ସନ୍ଧ୍ୟାକାଳ ଅତିବାହିତ କରି କାର୍ଯ୍ୟ କରିବା ବା ବିଳମ୍ବ କରିବା — To delay a work till after evening
  • ଦେ. ବି — ସନ୍ଧ୍ୟାବତୀକୁ ତେଲରେ ବା ଘିଅରେ ବୁଡ଼ାଇବା — To immerse the wick to be lighted in the evening, in oil or ghee