ସଞ୍ଜ ଘଣ୍ଟ San̄ja ghaṇṭa

  • ଦେ. ବି (ସନ୍ଧ୍ୟା+ଘଣ୍ଟା) — ସନ୍ଧ୍ୟା ଘଣ୍ଟା; ସନ୍ଧ୍ୟା ଆରତି ସମୟରେ ଠାକୁରଙ୍କ ନିକଟରେ ବଜାଯିବା ଘଣ୍ଟା — Gongs sounded in the evening when lights are waved before Idols