ସଞ୍ଚିଲା San̄chilā

  • ଦେ. ବିଣ (ସଂ. ସଞ୍ଚିତ) — ସଞ୍ଚିତ — Hoarded; gathered up
  • ଦେ. ବିଣ (ସଂ. ସଞ୍ଚିତ) — ସୃଷ୍ଟି — Created
  • ଦେ. ବିଣ (ସଂ. ସଞ୍ଚିତ) — (ଉ— ଔଷଧି ବନସ୍ପତି ଯେତେ, ତାର ସଞ୍ଚିଲା ଏ ଜଗତେ।—ଜଗନ୍ନାଥ, ଭାଗବତ।)