ସଞ୍ଚିବା San̄chibā

  • ଦେ. କ୍ରି (ସମ୍+ଚି ଧାତୁ) — ସଞ୍ଚୟ କରିବା — To store up; to hoard
  • ଦେ. କ୍ରି (ସମ୍+ଚି ଧାତୁ) — ରକ୍ଷାକରିବା — To guard; to protect
  • ଦେ. କ୍ରି (ସମ୍+ଚି ଧାତୁ) — ଯତ୍ନ ସହିତ ସାଇତିବା; ସମ୍ପାଦିବା; ଛଞ୍ଚିବା — To store up with care
  • ଦେ. କ୍ରି (ସମ୍+ଚି ଧାତୁ) — ପାଳିବା; ପୋଷିବା — To maintain
  • ଦେ. କ୍ରି (ସମ୍+ଚି ଧାତୁ) — ନିର୍ମାଣକରିବା — To build
  • ଦେ. କ୍ରି (ସମ୍+ଚି ଧାତୁ) — (ଉ—ସେ ହରି ଆତ୍ମା ମାୟା ବଳେ, ସୃଷ୍ଟି ସଞ୍ଚିଲେ ଏ ଶୟଳେ— ଜଗନ୍ନାଥ, ଭାଗବତ।]
  • ଦେ. କ୍ରି (ସମ୍+ଚି ଧାତୁ) — ସୃଷ୍ଟି କରିବା — To create
  • ଦେ. କ୍ରି (ସମ୍+ଚି ଧାତୁ) — (ଉ—ଚଉଦ ବ୍ରହ୍ମାଣ୍ଡ ବିହି ସଞ୍ଚିଲା—ପ୍ରାଚୀ, ପରଚେ ଗୀତା)
  • ଦେ. କ୍ରି (ସମ୍+ଚି ଧାତୁ) — ପୂର୍ବରୁ ନିର୍ଦ୍ଧାରଣ କରିବା — To preordain
  • ଦେ. କ୍ରି (ସମ୍+ଚି ଧାତୁ) — (ଉ— ଜନ୍ମ ସଞ୍ଚଇ ପ୍ରଜାପତି, ବାଳୁତ କାଳୁ ଯେତେ ଗତି। —ଜଗନ୍ନାଥ, ଭାଗବତ)
  • ଦେ. କ୍ରି (ସମ୍+ଚି ଧାତୁ) — ସ୍ମରଣରେ ରଖିବା — To cherish in memory
  • ଦେ. କ୍ରି (ସମ୍+ଚି ଧାତୁ) — (ଉ— ସେ ରସାନ୍ତରେ ସ୍ୱେଦ କାତରେ) ସ୍ନେହ ଚିତ୍ତରେ ସଞ୍ଚେ।—ଭଞ୍ଜ, ପ୍ରେମସୁଧାନିଧି।)