ସଞ୍ଚିନ୍ତିତ San̄chintita

  • ସଂ. ବିଣ (ସମ୍+ଚିନ୍ତ ଧାତୁ+କର୍ତ୍ତୃ. ତ) — ସମ୍ୟକ୍ ଚିନ୍ତାଯୁକ୍ତ — Vary anxious
  • ସଂ. ବିଣ (ସମ୍+ଚିନ୍ତ ଧାତୁ+କର୍ତ୍ତୃ. ତ) — [ଉ— ଭରତ ମହାଭାଗବତ। ଋଷଭେ ହୋଇ ସଞ୍ଚିନ୍ତିତ— ଜଗନ୍ନାଥ, ଭାଗବତ।]
  • ସଂ. ବିଣ (ସମ୍+ଚିନ୍ତ ଧାତୁ+କର୍ତ୍ତୃ. ତ) — (+ କର୍ମ ତ) ସମ୍ୟକ୍ ଚିନ୍ତିତ — Well thought of