ସଞ୍ଚିତି San̄chiti

  • ସଂ. ବି (ସମ୍+ଚି ଧାତୁ+ଭାବ ତି) — ସ୍ତରେ ସ୍ତରେ ସଜାଇବା (ବିଶ୍ୱକୋଷ) — Arrangement in layers
  • ସଂ. ବି (ସମ୍+ଚି ଧାତୁ+ଭାବ ତି) — ଗ୍ରନ୍ଥକ (ବିଶ୍ୱକୋଷ) ଗୁନ୍ଥା — Stringing together