ସଞ୍ଚିଚୀଷୁ San̄chichīshu

  • ସଂ. ବିଣ (ସମ+ଚୀ ଧାତୁ+ଇଚ୍ଛାର୍ଥେ ସନ୍+କର୍ତ୍ତୃ. ଉ) — ସଞ୍ଚୟ କରିବାକୁ ଇଚ୍ଛୁକ — Wishing to hoard up or heap up