ସଞ୍ଚାରିବା San̄chāribā

  • ଦେ. କ୍ରି—(ସଂ. ସଞ୍ଚାର) — ସଞ୍ଚାରିତ କରିବା; ବିସ୍ତାର କରିବା — To diffuse; to spread
  • ଦେ. କ୍ରି—(ସଂ. ସଞ୍ଚାର) — (ଉ—ଶମଇ ଏ ମହାଅଗ୍ନି ଅମୃତ ସଞ୍ଚାରି। ମଧୁସୂଦନ, କବିତାବଳୀ)