ସଞ୍ଚାରିତ San̄chārita

  • ସଂ. ବିଣ. ପୁଂ (ସମ୍+ଚର ଧାତୁ ଣିଜନ୍ତ ଚାରି ଧାତୁ+କର୍ମ. ତ) — ଇତସ୍ତତଃ ଚାଳିତ — Caused to move to and fro
  • ସଂ. ବିଣ. ପୁଂ (ସମ୍+ଚର ଧାତୁ ଣିଜନ୍ତ ଚାରି ଧାତୁ+କର୍ମ. ତ) — ବିକମ୍ପିତ; ଦୋଳାୟିତ — Rocked