ସଞ୍ଚାରିକା San̄chārikā

  • ସଂ. ବି. ସ୍ତ୍ରୀ. (ସମ୍+ଚର ଧାତୁ+କର୍ତ୍ତୃ. ଅକ+ସ୍ତ୍ରୀ. ଆ) — ଯୁଗ୍ମ; ଯୋଡ଼ା — A pair; couple
  • ସଂ. ବି. ସ୍ତ୍ରୀ. (ସମ୍+ଚର ଧାତୁ+କର୍ତ୍ତୃ. ଅକ+ସ୍ତ୍ରୀ. ଆ) — ଦୂତୀ — A procuress
  • ସଂ. ବି. ସ୍ତ୍ରୀ. (ସମ୍+ଚର ଧାତୁ+କର୍ତ୍ତୃ. ଅକ+ସ୍ତ୍ରୀ. ଆ) — ଘ୍ରାଣ — Sent; smell
  • ସଂ. ବି. ସ୍ତ୍ରୀ. (ସମ୍+ଚର ଧାତୁ+କର୍ତ୍ତୃ. ଅକ+ସ୍ତ୍ରୀ. ଆ) — ବାୟୁ — The air; atmosphere
  • ସଂ. ବିଣ. ସ୍ତ୍ରୀ — ସଞ୍ଚାରକ ସ୍ତ୍ରୀ ଲିଙ୍ଗ — Feminine of Sanchāraka