ସଞ୍ଚାରକ San̄chāraka
- ସଂ. ବି. ପୁଂ. (ସମ୍+ଚର ଧାତୁ ଣିଜନ୍ତ ଚାରି ଧାତୁ+ କର୍ତ୍ତୃ. ଅକ) — ବିସ୍ତାରକ — Spreading
- ସଂ. ବି. ପୁଂ. (ସମ୍+ଚର ଧାତୁ ଣିଜନ୍ତ ଚାରି ଧାତୁ+ କର୍ତ୍ତୃ. ଅକ) — ସଂକ୍ରାମକ — Contagious; infectious
- ସଂ. ବି. ପୁଂ. (ସମ୍+ଚର ଧାତୁ ଣିଜନ୍ତ ଚାରି ଧାତୁ+ କର୍ତ୍ତୃ. ଅକ) — ଚାଳକ; ଯାହା ଅନ୍ୟକୁ ଗତି କରାଏ — Moving; causing motion
- ସଂ. ବି. ପୁଂ. (ସମ୍+ଚର ଧାତୁ ଣିଜନ୍ତ ଚାରି ଧାତୁ+ କର୍ତ୍ତୃ. ଅକ) — ପଥ ପ୍ରଦର୍ଶକ — Leading the way; guiding