ସଞ୍ଚାର ଫଳ San̄chāra phaḻa
- ସଂ. ବି. (ଫଳିତ ଜ୍ୟୋତିଷ) — ଗ୍ରହମାନଙ୍କର ସଞ୍ଚାର ଜନିତ ଶୁଭାଶୁଭ ଫଳ — Good or bad results happening (to persons born under different zodiacal signs or to the world) as result of the transition of different planets from one sign to another
- ସଂ. ବି. (ଫଳିତ ଜ୍ୟୋତିଷ) — [ଦ୍ର—ରବି ସଞ୍ଚାର ଫଳ 'ସଂକ୍ରାନ୍ତି ଚକ୍ର' ତଳେ ଦେଖ।]