ସଞ୍ଚପିବା San̄chapibā

  • ଦେ. କ୍ରି — (ସଂ. ସଂକ୍ଷେପ)—ସଂକ୍ଷେପ କରିବା — To abridge
  • ଦେ. କ୍ରି — (ସଂ. ସଞ୍ଚୟ) ସଞ୍ଚୟ କରିବା — To store
  • ଦେ. କ୍ରି — ସଂଗ୍ରହ କରିବା — To gather
  • ଦେ. କ୍ରି — ରାଶୀକୃତ କରିବା; ଗଦା କରିବା — To heap up; to amass