ସଞ୍ଚ ଘଞ୍ଚ San̄cha ghan̄cha

  • ଦେ. ବିଣ (ଯୁଗ୍ମ ସହଚର) — ସାନ୍ଧ୍ରଭାବରେ ପୃଥୁଳ; ସୁନ୍ଦର ଓ ଘନ — Densely thick; beautiful and dense
  • ଦେ. ବିଣ (ଯୁଗ୍ମ ସହଚର) — [ଉ—କବଚେ ଆବୃତ ସଞ୍ଚ ଘଞ୍ଚ ସ୍ତନ—କଳି ଲଳିତ—ରାଧାନାଥ, ଉଷା।]