ସଜ୍ଜନା Sajjanā
- ସଂ. ବି (ସସଜ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ସଜ୍ଜନ; ସଜ୍ଜୀକରଣ — Act of fitting up; equipping
- ସଂ. ବି (ସସଜ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ସାଜସଜ୍ଜା — Equipage; trappings
- ସଂ. ବି (ସସଜ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ରକ୍ଷୀ ସୈନ୍ୟଙ୍କ ଅବସ୍ଥିତି ସ୍ଥାନ — A resting place for guards; a sentries' post
- ସଂ. ବି (ସସଜ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ଚୌକୀ; ଥାନା; ଘାଟ; ଘାଟୀ — Out- post; military out-post
- ସଂ. ବି (ସସଜ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ବିପତ୍ସଂକୁଳ ସ୍ଥାନ— ମାନଙ୍କରେ ପ୍ରହରୀବିନ୍ୟାସ — Act of putting guards at places or points of danger
- ସଂ. ବି (ସସଜ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ଘାଟ — Landing place; wharf
- ସଂ. ବି (ସସଜ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ବନ୍ଦର — Port; quay
- ସଂ. ବି (ସସଜ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ଯୁଦ୍ଧ ପାଇଁ ସୈନ୍ୟ ସ୍ଥାପନ — Battle array; cohort
- ସଂ. ବି (ସସଜ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ସାଜ; ବେଶ; ପୋଷାକ — Dress; accoutrements
- ସଂ. ବି (ସସଜ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ଘରର ଅସବାବପତ୍ର — Furniture
- ସଂ. ବି (ସସଜ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ଅଳଂକରଣ — Adorning; decorating
- ସଂ. ବି (ସସଜ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ଆୟୋଜନ; ବନ୍ଦୋବସ୍ତ — Arrangement; settlement; preparation