ସଜେଇବା Sajeibā
- ଦେ. କ୍ରି (ସଂ. ଣିଜନ୍ତ ସସ୍ଜ୍ ଧାତୁ ବା ସଜ୍ଜ୍ ଧାତୁ) — ସଜ୍ଜିତ କରିବା — To furnish
- ଦେ. କ୍ରି (ସଂ. ଣିଜନ୍ତ ସସ୍ଜ୍ ଧାତୁ ବା ସଜ୍ଜ୍ ଧାତୁ) — (ଉ—ବନେ ଉପବନେ ତରୁ ଲତା ଡାଳେ ସଜାଇ ଯତନେ ଅତି—ମଧୁସୂଦନ ଛନ୍ଦମାଳା।)
- ଦେ. କ୍ରି (ସଂ. ଣିଜନ୍ତ ସସ୍ଜ୍ ଧାତୁ ବା ସଜ୍ଜ୍ ଧାତୁ) — ସୁସଜ୍ଜିତ କରିବା — To furnish well
- ଦେ. କ୍ରି (ସଂ. ଣିଜନ୍ତ ସସ୍ଜ୍ ଧାତୁ ବା ସଜ୍ଜ୍ ଧାତୁ) — (ଉ—ବିଗ୍ରହ ବଚନମାନଙ୍କୁ କହନ୍ତେ ସୁଗ୍ରୀବ ସୈନ୍ୟ ସଜାଇ—ଭଞ୍ଜ, ବୈଦେହୀଶବିଳାସ)
- ଦେ. କ୍ରି (ସଂ. ଣିଜନ୍ତ ସସ୍ଜ୍ ଧାତୁ ବା ସଜ୍ଜ୍ ଧାତୁ) — ଅନ୍ଯ ବ୍ଯକ୍ତିକୁ ବେଶ କରିବା — To decorate or adorn a person
- ଦେ. କ୍ରି (ସଂ. ଣିଜନ୍ତ ସସ୍ଜ୍ ଧାତୁ ବା ସଜ୍ଜ୍ ଧାତୁ) — ମକଦମାର ପ୍ରମାଣାଦି ଉପଯୁକ୍ତରୂପେ ସଜ୍ଜିତ କରିବା; ମିଛ ମକଦମା ରଚନ କରିବା — To fabricate a case; to get up a case falsely