ସଜୋର Sajor

  • ଦେ. ବିଣ (ସ=ସହ ଶବ୍ଦଜ+ଫା. ଜୋର୍=ବଳ) — ବଳୁଆ — Strong; forcible
  • ଦେ. କ୍ରି. ବିଣ — ବଳପୂର୍ବକ — Strongly; forcible
  • ଦେ. କ୍ରି. ବିଣ — ଜୋର କରି — With force; violently