ସଜିଲି କରିବା Sajili karibā

  • ଦେ. କ୍ରି — ସୁସଜ୍ଜିତ କରିବା — To equip; to arrange well
  • ଦେ. କ୍ରି — ଆବଶ୍ୟକ ଧନ, ଉପକରଣାଦି ସଂଗ୍ରହ ବା ଆୟୋଜନ କରିବା — To get or collect the requisite funds or materials
  • ଦେ. କ୍ରି — ସୁବିଧା କରିବା; ବନ୍ଦୋବସ୍ତ କରିବା — To arrange
  • ଦେ. କ୍ରି — ପ୍ରସ୍ତୁତ କରିବା; ଯୋଗାଡ଼ କରିବା — To prepare; to make preparations