ସଜାଏ ଖଟିବା Sajāe khaṭibā

  • ଦେ. କ୍ରି — ଦଣ୍ଡ ଭୋଗ କରିବା — To undergo a sentence of punishment
  • ଦେ. କ୍ରି — ଜେଲ ଭୋଗିବା — To undergo imprisonment
  • ଦେ. କ୍ରି — [ସଜା (ସଜାଏ) ଖଟିବା (ଭୋଗ କରିବା, ଭୋଗିବା)—ଅନ୍ଯରୂପ]