ସଜ ମାଉଁସରେ ଅଂଶେଇ ପକେଇବା Saja māuñsare aṁṡei pakeibā
- (ନ୍ଯାୟ) ଦେ. କ୍ରି—(ଲକ୍ଷଣାର୍ଥ) — ନିର୍ଦ୍ଦୋଷ ବା ନିଷ୍କଳଙ୍କ ବ୍ଯକ୍ତି ଠାରେ କଳଙ୍କାରୋପ କରିବା — (figurative) To defame a really innocent person
- (ନ୍ଯାୟ) ଦେ. କ୍ରି—(ଲକ୍ଷଣାର୍ଥ) — [ଦ୍ର—ସଦ୍ୟୋମୃତ ପ୍ରାଣୀର ମାଂସ ବାସି ହେଲେ ବା ଏକାଧିକ ଦିନ ଯାକେ ରହିଲେ ତାହା ସଢ଼ିଯାଏ ଓ ତହିଁରେ ଅଂଶେଇ ବା ପୋକ ପଡ଼ନ୍ତି; ସଜ ମାଂସରେ ପୋକ ପଡ଼ନ୍ତି ନାହିଁ। ଏପରି ସ୍ଥଳରେ ସଜ ମାଂସରେ ପୋକ ପକାଇବାର ଲକ୍ଷଣାର୍ଥ=ଅଦୂଷିତ ପଦାର୍ଥକୁ ଦୂଷିତ ପଦାର୍ଥ ପରି କରିବା, ଅର୍ଥାତ୍ ନିର୍ଦ୍ଦୋଷ ବା ନିଷ୍କଳଙ୍କ ବ୍ଯକ୍ତିଠାରେ କଳଙ୍କ ଆରୋପ କରିବା ବା ନିର୍ଦ୍ଦୋଷ ବ୍ଯକ୍ତିଠାରେ କଳଙ୍କ ଲଗାଇବା।]