ସଜ ବାସି Saja bāsi
- ଦେ. ବିଣ — ସଦ୍ୟଃ ଓ ପର୍ଯ୍ୟୁଷିତ (ବସ୍ତୁ ଆଦି) — Fresh and stale (article)
- ଦେ. ବିଣ — ଆଜି ବାସି ଧୋବ କରାଯାଇଥିବା (ଲୁଗା) — (Cloth) Which has been washed in a day
- ଦେ. ବି — ସଜ ଧୋବ କରାଯାଇଥିବା ଓ ବାସିଧୋବ କରାଯାଇଥିବା ଲୁଗାମାନ — Clothes some of which have been washed by ordinary process and others by the extraordinary process, including ironing