ସଜ ବସିବା Saja basibā

  • ଦେ. ବି — ଶିଳ୍ପୀ ଆଦିଙ୍କ ଯନ୍ତ୍ର ଓ ଉପକରଣାଦି ଯଥୋପଯୁକ୍ତ ଉତ୍ସବ ଉପଲକ୍ଷରେ ପୀଠ ଉପରେ ପୂଜାର୍ଥ ସ୍ଥାପିତ ହେବା — The placing of the implements of artisans on a platform for worshipping on particular festival days