ସଜ ଫୁଲ Saja phula

  • ଦେ. ବି (ସଂ. ସଦ୍ୟଃ+ପୁଷ୍ପ) — ସଦ୍ୟଃ ପ୍ରସ୍ଫୁଟିତ ପୁଷ୍ପ — Newly blown flower
  • ଦେ. ବି (ସଂ. ସଦ୍ୟଃ+ପୁଷ୍ପ) — ଆଜି ଛିଣ୍ଡାଯାଇଥିବା ଫୁଲ — Freshly plucked flower
  • ଦେ. ବି (ସଂ. ସଦ୍ୟଃ+ପୁଷ୍ପ) — (ଉ—ସଜ ଫୁଲ ବାସି ହେଲେ ନାହିଁ ମଜାରେ। ଗୀତ।)