ସଜ କ୍ରିୟା Saja kriyā

  • ଦେ. ବି (ସଂ. ସଦ୍ୟଃ କ୍ରିୟା) — ମୃତ ବ୍ଯକ୍ତିର ମୃତ୍ୟୁ ଦିବସଠାରୁ ଦିଶ ଦିନ ପର୍ଯ୍ୟନ୍ତ ପ୍ରତିଦିନ କରାଯିବା ପ୍ରେତକର୍ମ — Funeral rites commenced to be performed from the day of death for ten days
  • ଦେ. ବି (ସଂ. ସଦ୍ୟଃ କ୍ରିୟା) — [ଦ୍ର—ଅକ୍ଷମ ଓ ନିର୍ଧନ ବ୍ଯକ୍ତିମାନେ ଅସୁବିଧା ଓ ଧନାଭାବରୁ ମୃତବ୍ଯକ୍ତିଙ୍କର ମୃତ୍ୟୁ ଦିବସରୁ 1 ଦିନଯାକେ ପ୍ରତିଦିନ ଶାସ୍ତ୍ରବିହିତ ଅନ୍ତ୍ୟେଷ୍ଟି— କ୍ରିୟାମାନ କରି ନପାରି 4 ର୍ଥ, 7 ମ ବା 9 ମ ଦିନଠାରୁ ଆରମ୍ଭ କରନ୍ତି ଏହାକୁ 'ବାସିକ୍ରିୟା' ବୋଲାଯାଏ।] — [ଦ୍ର—ଅକ୍ଷମ ଓ ନିର୍ଧନ ବ୍ଯକ୍ତିମାନେ ଅସୁବିଧା ଓ ଧନାଭାବରୁ ମୃତବ୍ଯକ୍ତିଙ୍କର ମୃତ୍ୟୁ ଦିବସରୁ1ଦିନଯାକେ ପ୍ରତିଦିନ ଶାସ୍ତ୍ରବିହିତ ଅନ୍ତ୍ୟେଷ୍ଟି— କ୍ରିୟାମାନ କରି ନପାରି4ର୍ଥ,7ମ ବା9ମ ଦିନଠାରୁ ଆରମ୍ଭ କରନ୍ତି ଏହାକୁ 'ବାସିକ୍ରିୟା' ବୋଲାଯାଏ]