ସଜ କାଚିବା Saja kāchibā

  • ଦେ. କ୍ରି — ଲୁଗାକୁ ସଜ ଧୋବ କରିବା, ଅର୍ଥାତ୍ ସାଧାରଣଭାବରେ ଏକା ଦିନକେ କାଚି ପରିଷ୍କାର କରିବା — To wash a cloth in the ordinary manner in the course of one day