ସଜ କରିବା Saja karibā

  • ଦେ. କ୍ରି — ସଜ କାଚିବା (ଦେଖ) — Saja kāchibā (See)
  • ଦେ. କ୍ରି — ସଜ୍ଜିତ କରିବା — To equip; to furnish
  • ଦେ. କ୍ରି — (ଉ—ବୃନ୍ଦାକୁ ପୁଷ୍ପ ଶେଯ ଦେଲେ, ସ୍ୱହସ୍ତେ କୃଷ୍ଣ ସଜ କଲେ। ଭୂପତି, ପ୍ରେମପଞ୍ଚାମୃତ।]
  • ଦେ. କ୍ରି — ଅଳଙ୍କାର ଓ ବସ୍ତ୍ରାଦିଦ୍ୱାରା ବେଶ କରିବା — To equip with dress and ornaments
  • ଦେ. କ୍ରି — ମରାମତ କରିବା — To set right; to repair
  • ଦେ. କ୍ରି — ଅଭିପ୍ରେତ କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବା — To keep or set anything ready
  • ଦେ. କ୍ରି — ଇତସ୍ତତଃ ହୋଇଥିବା ପଦାର୍ଥକୁ ଯଥାସ୍ଥାନରେ ରଖିବା — To place an article in its proper place out of a medley; to put in proper order
  • ଦେ. କ୍ରି — (ଉ—ଲଲାମ ଆଦି ଭୂଷା ସଜ କର। କବିସୂର୍ଯ୍ୟ, କିଶୋରୀ ଚମ୍ପୂ, ଲ. ଗୀତ।)