ସଚ୍ଚିଦାନନ୍ଦ Sachchidānanda

  • ସଂ. ବି (ସତ୍+ଚିତ+ଆନନ୍ଦ; ଯେ ସତ୍=ନିତ୍ୟ ଚିତ୍=ଜ୍ଞାନମୟ ଓ ଆନନ୍ଦ=ଆନନ୍ଦମୟ ଅଟନ୍ତି) — ବ୍ରହ୍ମ — The Divine Essence or the Universal Soul
  • ସଂ. ବି (ସତ୍+ଚିତ+ଆନନ୍ଦ; ଯେ ସତ୍=ନିତ୍ୟ ଚିତ୍=ଜ୍ଞାନମୟ ଓ ଆନନ୍ଦ=ଆନନ୍ଦମୟ ଅଟନ୍ତି) — ବିଷ୍ଣୁ — Bishṇu
  • ସଂ. ବି (ସତ୍+ଚିତ+ଆନନ୍ଦ; ଯେ ସତ୍=ନିତ୍ୟ ଚିତ୍=ଜ୍ଞାନମୟ ଓ ଆନନ୍ଦ=ଆନନ୍ଦମୟ ଅଟନ୍ତି) — ପରମେଶ୍ୱର — God
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to males