ସଚେତନ Sachetana

  • ସଂ. ବି. ପୁଂ (ସ=ସହ+ଚେତନ; ସହାର୍ଥ ବହୁବ୍ରୀହି) — ଚୈତନ୍ୟ ଯୁକ୍ତ — Sentient
  • ସଂ. ବି. ପୁଂ (ସ=ସହ+ଚେତନ; ସହାର୍ଥ ବହୁବ୍ରୀହି) — ସଜୀବ; ଜୀବନ୍ତ — Living; animate
  • ସଂ. ବି. ପୁଂ (ସ=ସହ+ଚେତନ; ସହାର୍ଥ ବହୁବ୍ରୀହି) — ହୁସିଆର୍; ସତର୍କ — Watchful; vigilant