ସଚେତନ ଦୃଷ୍ଟି Sachetana dṛushṭi
- ସଂ. ବି (କର୍ମଧା) — ତୀକ୍ଷ୍ଣଦୃଷ୍ଟି — Sharp look
- ସଂ. ବି (କର୍ମଧା) — ସତର୍କ ଦୃଷ୍ଟି — Watchful eyes
- ସଂ. ବିଣ (ବହୁବ୍ରୀହି) — ତୀକ୍ଷ୍ଣଦୃଷ୍ଟିଶକ୍ତି ବିଶିଷ୍ଟ — Having sharp eye-sight
- ସଂ. ବିଣ (ବହୁବ୍ରୀହି) — ସତର୍କ ଦୃଷ୍ଟିବିଶିଷ୍ଟ — Having watchful or vigilant eyes