ସଚେତ ନିଦ Sacheta nida
- ଦେ. ବି — ଚିଆଁ ପହଡ଼; ଯେଉଁ ନିଦରେ ମନୁଷ୍ୟ ବା ଜୀବ ହୁସିଆର୍ ଥାଏ, ଅର୍ଥାତ୍ ଟିକିଏ ଶବ୍ଦ ଶୁଣିଲେ ଜାଗ୍ରତ୍ ହୁଏ — Watchful or waking sleep
- ଦେ. ବି — [ଦ୍ର—କୁକୁର ମାନଙ୍କର ସଚେତ ନିଦ; ଜଣେ ଜଣେ ମନୁଷ୍ୟଙ୍କର ସଚେତ ନିଦ ଓ ଜଣ ଜଣକର ଅଚେତା ବା ଗାଢ଼ ନିଦ।]
- ଦେ. ବି — ସ୍ୱଳ୍ପ ନିଦ୍ରା; ଯାହା ଗାଢ଼ ନିଦ୍ରା ନୁହେଁ — Light sleep; nap