ସଚୀନ୍ଦ୍ର Sachīndra

  • ସଂ. ବି — ( 6 ଷ୍ଠୀ ତତ୍)— ଇନ୍ଦ୍ର — (6ଷ୍ଠୀ ତତ୍)— ଇନ୍ଦ୍ର—. Indra
  • ସଂ. ବି — (ଦ୍ୱନ୍ଦ୍ୱ)—ସଚୀ ଓ ଇନ୍ଦ୍ର — Sachī and Indra
  • ଦେ. ବି. ପୁଂ — ପୁରୁଷଙ୍କ ନାମ — A name given to males
  • ଗ୍ରା. ବିଣ — ଛଚିନ୍ଦ୍ର (ଦେଖ) — Chhachindra (See)