ସଚିଲ୍ଲକ Sachillaka

  • ସଂ. ବିଣ. ପୁଂ (ସ=ସହିତ+ଚିଲ୍ଲକ=କୁତ୍ସିତ ଚଷୁ; ବହୁବ୍ରୀହି) — କ୍ଳିନ୍ନଚକ୍ଷୁର୍ବିଶିଷ୍ଟ — Having moistened or bleared eyes
  • ସଂ. ବିଣ. ପୁଂ (ସ=ସହିତ+ଚିଲ୍ଲକ=କୁତ୍ସିତ ଚଷୁ; ବହୁବ୍ରୀହି) — ଚିଲା— ଆଖିଆ — Having the puplis of the eyes greenish