ସଚିବ Sachiba
- ସଂ. ବି. ପୁଂ (ସଚ୍ ଧାତୁ=ସଂବନ୍ଧ କରିବା+କର୍ତ୍ତୃ. ଇବ) — ମନ୍ତ୍ରୀ; ଅମାତ୍ୟ — Minister
- ସଂ. ବି. ପୁଂ (ସଚ୍ ଧାତୁ=ସଂବନ୍ଧ କରିବା+କର୍ତ୍ତୃ. ଇବ) — ସହାୟ — Help
- ସଂ. ବି. ପୁଂ (ସଚ୍ ଧାତୁ=ସଂବନ୍ଧ କରିବା+କର୍ତ୍ତୃ. ଇବ) — ସାହାଯ୍ୟକାରୀ ବ୍ଯକ୍ତି — An assistant; a secretary
- ସଂ. ବି. ପୁଂ (ସଚ୍ ଧାତୁ=ସଂବନ୍ଧ କରିବା+କର୍ତ୍ତୃ. ଇବ) — (ବୈଦ୍ଯକ) କୃଷ୍ଣଧସ୍ତୂରକ; କଳାଧାତୁରା — The black species of Dhtura plant