ସଚକିତ ନୟନ Sachakita nayana

  • ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; କର୍ମଧାରୟ; ସ+ ଚକିତ ନୟନ; କିମ୍ବା ସଚକିତ+ନୟନ; ସହାର୍ଥ ବହୁବ୍ରୀହି ବା ବହୁବ୍ରୀହି) — ସଭୟ ଦୃଷ୍ଟି; ଯାହାର ନୟନ ଭୟଯୁକ୍ତ ହୋଇଥାଏ — Having a frightened look