ସଙ୍ଘେଇବା Saṅgheibā
- ଦେ. କ୍ରି — 'ସଙ୍ଘିବା' କ୍ରିୟାର ଣିଜନ୍ତ ରୂପ — The causative form of 'Saṅghibā'
- ଦେ. କ୍ରି — ଗାଭୀକୁ ବୃଷ ସଙ୍ଗେ ସଙ୍ଗମ କରାଇବା — To cause a cow to be cohabited by a bull
- ଦେ. କ୍ରି — (ସଂ. ସନ୍ଜ୍ ଧାତୁ) ସଂଯୋଜିତ କରାଇବା — To cause to be joined
- ଦେ. କ୍ରି — ମିଳାଇବା; ମିଳିତ କରାଇବା — To cause to meet