ସଙ୍ଗଡ଼ିବା Saṅgaṟḍ̠ibā

  • ପ୍ରାଦେ. କ୍ରି. (ଜାହାଜିଆ ଭାଷା) ବାନ୍ଧିବା — To tie together
  • ପ୍ରାଦେ. କ୍ରି. (ଜାହାଜିଆ ଭାଷା) [ଉ—ଖଲାସିମାନେ ଚାରିଖଣ୍ଡ ପାଗଡ଼ ଯିମିତ ଫୋପାଡ଼ି ଦେଇ— ଅଛନ୍ତି, ତୁରକମାନେ ଦୁଇ ଜାହାଜକୁ ସଙ୍ଗଡ଼ି ପକାଇଲେ। —ଫକୀରମୋହନ, ଗଳ୍ପସ୍ୱଳ୍ପ]