ସଙ୍ଗ୍ତି Saṅg-ti

  • ପ୍ରାଦେ. (ସମ୍ବଲପୁର) ବି — ସାଥି; ସାହଚର୍ଯ୍ୟ — Companionship
  • ପ୍ରାଦେ. (ସମ୍ବଲପୁର) ବି — [ଉ—କୁସଙ୍ଗ୍ତିର ସଙ୍ଗ ହେଲେ ଲୁହାର ଘଣ୍ଟି ବାଜେ; ସୁସଙ୍ଗ୍ତିର ସଙ୍ଗ ହେଲେ ସୁନାର ଘଣ୍ଟି ବାଜେ—ଢଗ।]